ଅର୍ଥ : ଛାତ୍ରମାନଙ୍କ ରହିବା ସ୍ଥାନ
ଉଦାହରଣ :
ରାହୁଲ ଛାତ୍ରାବାସରେ ରହି ପାଠ ପଢ଼ୁଛି
ଅନ୍ୟ ଭାଷାରେ ଅନୁବାଦ :
A college or university building containing living quarters for students.
dorm, dormitory, hall, residence hall, student residence