ଅର୍ଥ : ମୋଡ଼ି ହେବାର ପ୍ରକ୍ରିୟା
ଉଦାହରଣ :
ଗୋଡ଼ ମୋଡ଼ିହେବା କାରଣରୁ ଚାଲିବାରେ ଅସୁବିଧା ହୁଏ
ସମକକ୍ଷ :
ମକଚିହେବା, ମୋଡିହେବା
ଅନ୍ୟ ଭାଷାରେ ଅନୁବାଦ :
अकड़ने की क्रिया, अवस्था या भाव।
पैर की अकड़न के कारण चलने में तक़लीफ़ होती है।
अकड़न,
ऐंठन
The property of moving with pain or difficulty.
He awoke with a painful stiffness in his neck.
stiffness