ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧାତୁ ତିଆରି ଜଞ୍ଜିର
ଉଦାହରଣ : କବାଟର ଜଞ୍ଜିର ଲଗେଇକି ଯିବ
ସମକକ୍ଷ : କିଳିଣି, ହୁକ
ଅନ୍ୟ ଭାଷାରେ ଅନୁବାଦ :हिन्दी
धातु का कुंडा।
ଅର୍ଥ : ଧାତୁରେ ତିଆରି ଜଞ୍ଜିର
ଉଦାହରଣ : ଜୀବଜନ୍ତୁ ମାନଙ୍କୁ ଦଉଡ଼ି ବା ଜଞ୍ଜିରରେ ବାନ୍ଧି ରଖନ୍ତି
ସମକକ୍ଷ : ଚେନ୍, ଶିକୁଳି, ଶୃଙ୍ଖଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
धातु की कड़ियों की लड़ी।
A series of (usually metal) rings or links fitted into one another to make a flexible ligament.
ଅର୍ଥ : ଅପରାଧୀମାନଙ୍କୁ ବାନ୍ଧି ରଖିବାପାଇଁ ସେମାନଙ୍କ ଗୋଡ଼ରେ ଯେଉଁ ଲୁହା କଡ଼ି ପିନ୍ଧାଇ ଦିଆଯାଏ
ଉଦାହରଣ : ସିପାହୀ ତା’ ଗୋଡ଼ରେ ବେଡ଼ି ପକାଇଦେଲେ
ସମକକ୍ଷ : ବେଡ଼ି
लोहे के कड़ों की वह जोड़ी जो अपराधियों के पैरों में उन्हें बाँध रखने के लिए पहनाई जाती है।
ଅର୍ଥ : ପଶୁଙ୍କୁ ବାନ୍ଧିବାପାଇଁ ସେମାନଙ୍କ ଗଳାରେ ପିନ୍ଧାଯାଉଥିବା ଧାତୁ ନିର୍ମିତ କଡ଼ି
ଉଦାହରଣ : କୁକୁରକୁ ଜଞ୍ଜିରରେ ବାନ୍ଧିଦିଅ
ସମକକ୍ଷ : ଶିକୁଳା, ଶିକୁଳୀ, ଶୃଙ୍ଖଳ
पशुओं को बाँधने के लिए उनके गले में पहनाई हुई धातु की कड़ी।
ସଂସ୍ଥାପନ କରନ୍ତୁ