ଅର୍ଥ : ଯେଉଁଠି ଲୋକେ ବସି ଚା, କଫି ପିଅନ୍ତି ତଥା ଜଳଖିଆ ଖାଆନ୍ତି
ଉଦାହରଣ :
ରାମ ଅତିଥିମାନଙ୍କସହିତ ଜଳଖିଆ ଦୋକାନରେ ବସିଛି
ସମକକ୍ଷ : ଚା ଜଳଖିଆ ଦୋକାନକେଣ୍ଟିନ, ଜଳପାନ ଗୃହ
ଅନ୍ୟ ଭାଷାରେ ଅନୁବାଦ :
ऐसा स्थान जहाँ बैठकर लोग चाय, काफ़ी पीते तथा नाश्ता आदि करते हों।
राम मेहमानों के साथ जलपान गृह में बैठा है।