ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହାତୀ ପିଠିରେ ବନ୍ଧାହେଉଥିବା ଅଖାଗଦି
ଉଦାହରଣ : ମାହୁନ୍ତ ହାତୀ ପିଠିରେ ପଲାଣ ବାନ୍ଧୁଛି
ସମକକ୍ଷ : ପର୍ଯ୍ୟାଣ, ପଲାଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
हाथी की पीठ पर कसने का गद्दा।
ଅର୍ଥ : ଘୋଡ଼ାର ଜିନ
ଉଦାହରଣ : ଘୋଡ଼ାଚାଳକ ଘୋଡ଼ା ପିଠିରେ ଜିନ ବାନ୍ଧୁଛି
घोड़े की जीन।
ଅର୍ଥ : ଏକ ପ୍ରକାର ମଦ
ଉଦାହରଣ : ଜଣେ ବିଦେଶୀ ଜିନ ପିଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार की शराब।
Strong liquor flavored with juniper berries.
ସଂସ୍ଥାପନ କରନ୍ତୁ