ଅର୍ଥ : ବଡ ଦଉଡି ଆଦିରେ ତିଆରି ହୋଇଥିବା ଯେଉଁ ପୋଲ ଚାଲିଲେ ଝୁଲେ
ଉଦାହରଣ :
ଆମେ ଝୁଲନ୍ତା ପୋଲ ବାଟ ଦେଇ ନଦୀର ଆର ପଟକୁ ଗଲୁ
ସମକକ୍ଷ : ଝୁଲନ୍ତ ପୋଲ, ଝୁଲନ୍ତା ପୋଲ
ଅନ୍ୟ ଭାଷାରେ ଅନୁବାଦ :
A bridge that has a roadway supported by cables that are anchored at both ends.
suspension bridge