ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛଣପଟର ତନ୍ତୁ ନଳିତା ଗଛର ତନ୍ତୁ
ଉଦାହରଣ : ରମେଶ ଛଣପଟରେ ଦଉଡି ତିଆରି କରୁଛି ରମେଶ ଝୋଟରେ ଦଉଡି ତିଆରି କରୁଛି
ସମକକ୍ଷ : ଛଣପଟ
ଅନ୍ୟ ଭାଷାରେ ଅନୁବାଦ :हिन्दी
पटसन का रेशा।
ଅର୍ଥ : ଛଣପଟ ତନ୍ତୁ ଯେଉଁଥିରୁ ଦଉଡ଼ି ଓ ତାଟଆଦି ତିଆରିହୁଏ
ଉଦାହରଣ : ଝୋଟ ଦଉଡ଼ି ବହୁତ ମଜବୁତ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
पटसन के रेशे जिनसे रस्सियाँ और टाट आदि बनते हैं।
A plant fiber used in making rope or sacks.
ଅର୍ଥ : ଯେଉଁ ଗଛର ତନ୍ତୁରେ ଦଉଡ଼ି, ବସ୍ତା, ଦରି ଏବଂ ଗାଲିଚା ଆଦି ତିଆରି କରାଯାଏ
ଉଦାହରଣ : ବଙ୍ଗଳାରେ ବହୁତ ଝୋଟ ଚାଷ ହୁଏ
ସମକକ୍ଷ : ନଳିତା
एक पौधा जिसके रेशे से रस्सी, बोरे, टाट और ग़लीचे आदि बनाये जाते हैं।
ସଂସ୍ଥାପନ କରନ୍ତୁ