ଅର୍ଥ : ରୋଗ ବା ପ୍ରେତ ଆଦି ବାଧା ନିବାରଣ କରିବାପାଇଁ ମନ୍ତ୍ର ପଢ଼ି ଫୁଙ୍କିବାର କ୍ରିୟା
ଉଦାହରଣ :
ଗାଁରେ ଏବେବି ଝଡ଼ାଫୁଙ୍କାର ପ୍ରଚଳନ ଅଛି
ସମକକ୍ଷ : ଝଡ଼ାଫୁଙ୍କା
ଅନ୍ୟ ଭାଷାରେ ଅନୁବାଦ :
An incantation used in conjuring or summoning a devil.
invocation