ଅର୍ଥ : ଯାହା ନ୍ୟାୟ ସଙ୍ଗତ, ଉଚିତ ଓ ଧର୍ମ ସହିତ ସମ୍ବନ୍ଧିତ
ଉଦାହରଣ :
ସତ୍ୟ ରକ୍ଷାନିମନ୍ତେ ସେ ନିଜର ଜୀବନକୁ ବଳି ଦେଲେ
ଅନ୍ୟ ଭାଷାରେ ଅନୁବାଦ :
A fact that has been verified.
At last he knew the truth.ଅର୍ଥ : ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ
ଉଦାହରଣ :
ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି
ସମକକ୍ଷ : ଅବଧାରିତ, ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ, ନିଶ୍ଚିତ
ଅନ୍ୟ ଭାଷାରେ ଅନୁବାଦ :
Characterized by certainty or security.
A tiny but assured income.ଅର୍ଥ : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
ଉଦାହରଣ :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
ସମକକ୍ଷ : ଉଚିତ, ଉପଯୁକ୍ତ, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ
ଅନ୍ୟ ଭାଷାରେ ଅନୁବାଦ :
Suitable for a particular person or place or condition etc.
A book not appropriate for children.