ଅର୍ଥ : ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
ଉଦାହରଣ :
ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
ଅନ୍ୟ ଭାଷାରେ ଅନୁବାଦ :
An emotion experienced in anticipation of some specific pain or danger (usually accompanied by a desire to flee or fight).
fear, fearfulness, frightଅର୍ଥ : ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
ଉଦାହରଣ :
କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
ସମକକ୍ଷ : ଆଶଙ୍କା, ଭୟ, ଶଙ୍କା, ସଂଶୟ
ଅନ୍ୟ ଭାଷାରେ ଅନୁବାଦ :
Fearful expectation or anticipation.
The student looked around the examination room with apprehension.ଅର୍ଥ : ସଙ୍କଟର ଉଦେଶ୍ୟ ବା କାରଣ
ଉଦାହରଣ :
ଜାପାନରେ ଭୂକମ୍ପ ଗୋଟିଏ ସବୁଦିନିଆ ଭୟ କାଶ୍ମୀରୀରେ ଆତଙ୍କବାଦ ଗୋଟିଏ ନିତିଦିନିଆ ଭୟ
ଅନ୍ୟ ଭାଷାରେ ଅନୁବାଦ :