ଅର୍ଥ : ରୁଟି, ଭାତଆଦି ସହିତ ଖାଇବା ନିମନ୍ତେ ଡାଲିକୁ ଫୁଟାଇ ବା ରାନ୍ଧି କରାଯାଉଥିବା ଦ୍ରବ୍ୟ
ଉଦାହରଣ :
ମା’ ଆଜି ଡାଲି, ଭାତ ଏବଂ ଆଳୁ ତରକାରି କରିଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହରଡ଼, ମୁଗଆଦି ଯେଉଁ ସବୁ ଶସ୍ୟରୁ ଡାଲି ତିଆରି ହୁଏ
ଉଦାହରଣ :
ଆଜିକାଲି ବଜାରରେ ଡାଲିର ଦର ଆକାଶଛୁଆଁ ରହିଛି
ସମକକ୍ଷ : ଡାଲି ଜାତୀୟ ଶସ୍ୟ
ଅନ୍ୟ ଭାଷାରେ ଅନୁବାଦ :
Edible seeds of various pod-bearing plants (peas or beans or lentils etc.).
pulseଅର୍ଥ : ରଗଡ଼ା ହୋଇଥିବା ହରଡ଼, ମୁଗ, ଚଣା ଆଦି ଯାହାସବୁକୁ ଝୋଳଥିବା ତରକାରି ଭଳି ରାନ୍ଧି ଖାଆନ୍ତି
ଉଦାହରଣ :
ତାଙ୍କର ମୁଗଡାଲି ପକୁଡ଼ି ବହୁତ ପସନ୍ଦ
ଅନ୍ୟ ଭାଷାରେ ଅନୁବାଦ :
Edible seeds of various pod-bearing plants (peas or beans or lentils etc.).
pulse