ଅର୍ଥ : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ
ଉଦାହରଣ :
ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ
ସମକକ୍ଷ : ଅଂଶ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତାପମାତ୍ରା ମାପିବାର ଗୋଟିଏ ଏକକ
ଉଦାହରଣ :
କାଲି ଏଠାକାର ତାପମାତ୍ରା ୨୦ ଡିଗ୍ରୀ ଥିଲା
ସମକକ୍ଷ : ଡିଗ୍ରୀ ସେଲ୍ସିୟସ
ଅନ୍ୟ ଭାଷାରେ ଅନୁବାଦ :
तापमान मापने की एक इकाई।
कल यहाँ का तापमान 20 डिग्री सेल्सियस था।A unit of temperature on a specified scale.
The game was played in spite of the 40-degree temperature.ଅର୍ଥ : ଦେୱାନୀ ଅଦାଲତର ଯେଉଁ ଫଇସଲା ଅନୁସାରେ ବାଦୀକୁ କୌଣସି ଅଧିକାର ମିଳେ
ଉଦାହରଣ :
ତାଙ୍କୁ ଘର ସମ୍ବନ୍ଧୀୟ ଡିଗ୍ରୀ ମିଳିଗଲା
ଅନ୍ୟ ଭାଷାରେ ଅନୁବାଦ :