ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢାଞ୍ଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢାଞ୍ଚା   ବିଶେଷ୍ୟ

ଅର୍ଥ : ଏକ ବିଶେଷ ପ୍ରକାର (ଯାହାର ଉପସ୍ଥିତି ଅଛି)

ଉଦାହରଣ : ଆଜିକାଲି ଜୋତାର ଏହି ଷ୍ଟାଇଲ୍ ପ୍ରଚଳିତ ହେଉଛି

ସମକକ୍ଷ : ଗଢ଼ଣ, ଢଙ୍ଗ, ଷ୍ଟାଇଲ୍


ଅନ୍ୟ ଭାଷାରେ ଅନୁବାଦ :

* एक विशेष प्रकार (जिसकी उपस्थिति हो)।

आजकल जूते की यही शैली प्रचलन में है।
शैली, स्टाइल

A particular kind (as to appearance).

This style of shoe is in demand.
style

ଅର୍ଥ : କିଛି ବସ୍ତୁକୁ ପ୍ରସ୍ତୁତିକରିବା ଆଗରୁ ଏହାର ଅଙ୍ଗ ସବୁକୁ ଯୋଡ଼ିକରି ପୂର୍ବରୂପ ପ୍ରଦାନ କରି ଏହାର ମଝିରେ କିଛି ବସ୍ତୁକୁ ଏକାଠିରଖି ଅଥବା ଲଗାଇ ଦିଆଯାଇପାରେ

ଉଦାହରଣ : ସେ ଭଗବାନଙ୍କ ଚିତ୍ରକୁ କାଠ ଫ୍ରେମରେ ଲଗାଇଲେ

ସମକକ୍ଷ : ଫ୍ରେମ୍


ଅନ୍ୟ ଭାଷାରେ ଅନୁବାଦ :

किसी वस्तु को बनाने से पूर्व उसके अंगों को जोड़कर तैयार किया हुआ वह पूर्व रूप जिसके बीच में कोई वस्तु जमाई अथवा लगाई जा सके।

मूर्तिकार ने मूर्ति बनाने से पहले लकड़ी का ढाँचा तैयार किया।
ठटरी, ठठेर, ठाट, ठाठ, ढचर, ढड्ढा, ढाँचा, ढांचा, फ़्रेम, फ्रेम

The internal supporting structure that gives an artifact its shape.

The building has a steel skeleton.
frame, skeletal frame, skeleton, underframe

ଅର୍ଥ : କୌଣସି ବସ୍ତୁକୁ ନିର୍ମାଣ କରିବା ପୂର୍ବରୁ ତାର ଅଂଶଗୁଡ଼ିକ ଯୋଡ଼ି ପ୍ରସ୍ତୁତ କରାଯାଉଥିବା ପୂର୍ବ ରୂପ

ଉଦାହରଣ : ମନ୍ଦିରର ଢାଞ୍ଚା ପ୍ରସ୍ତୁତ ହୋଇଗଲାଣି

ସମକକ୍ଷ : ଡିଜାଇନ, ପ୍ରତିଲିପି