ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାରର ପାଇଜାମା
ଉଦାହରଣ : ତମ୍ବାର ନଳୀ ଚୌଡ଼ା ହୋଇଥାଏ
ସମକକ୍ଷ : ତଂବା
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का पायजामा।
ଅର୍ଥ : ଲାଲ୍ ରଙ୍ଗର ଏକ ପ୍ରସିଦ୍ଧ ଧାତୁ ଯେଉଁଥିରେ ବାସନକୁସନ, ତାର ଆଦି ତିଆରି କରାଯାଏ
ଉଦାହରଣ : ତମ୍ବା ତାର ବିଦ୍ୟୁତ ସୁପରିବାହୀ
ସମକକ୍ଷ : ତାମ୍ର
लाल रंग की एक प्रसिद्ध धातु जिससे बर्तन, तार आदि बनते हैं।
ସଂସ୍ଥାପନ କରନ୍ତୁ