ଅର୍ଥ : ଯେ ସୌରତାପ ବା ଖରାରେ ବ୍ୟାକୁଳ
ଉଦାହରଣ :
ମରୁଭୂମିର ଉତ୍ତପ୍ତ ପଶୁମାନେ ଛାଇର ଅନ୍ୱେଷଣରେ ଏଣେତେଣେ ଘୁରିବୁଲିଥାନ୍ତି
ସମକକ୍ଷ :
ଉତ୍ତପ୍ତ, ତାତିଲା
ଅନ୍ୟ ଭାଷାରେ ଅନୁବାଦ :
जो घाम या धूप से व्याकुल हो।
रेगिस्तान में घामड़ पशु छाँव की तलाश में इधर-उधर भटका करते हैं।
घामड़