ଅର୍ଥ : ରାମଙ୍କର ପରମଭକ୍ତ ଥିବା ଜଣେ ଭକ୍ତିକାଳୀନ ସନ୍ଥକବି
ଉଦାହରଣ :
ତୁଳସୀଦାସଙ୍କ ରଚିତ ରାମଚରିତମାନସ ବହୁତ ଲୋକପ୍ରିୟ
ସମକକ୍ଷ : ଗୋସ୍ୱାମୀ ତୁଳସୀଦାସ, ତୁଳସୀ
ଅନ୍ୟ ଭାଷାରେ ଅନୁବାଦ :
एक भक्तकालीन संतकवि जो राम के परम भक्त थे।
तुलसीदास रचित रामचरितमानस बहुत ही लोकप्रिय है।