ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘାସ ଖାଇ ବଞ୍ଚୁଥିବା ଜୀବ
ଉଦାହରଣ : ଛେଳି, ଗାଈ ଆଦି ତୃଣଜୀବୀ ପ୍ରାଣୀ
ସମକକ୍ଷ : ତୃଣଜୀବୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
घास खाकर जीनेवाला।
ଅର୍ଥ : ଉଦ୍ଭିଦ ଜାତୀୟ ଖାଦ୍ୟ ଖାଉଥିବା ପ୍ରାଣୀ
ଉଦାହରଣ : ଛେଳି ଏକ ଶାକାହାରୀ ପ୍ରାଣୀ
ସମକକ୍ଷ : ଶାକଜୀବୀ, ଶାକାହାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वनस्पति जन्य पदार्थों को खाने वाला।
Feeding only on plants.
ଅର୍ଥ : ତୃଣ ବା ଘାସ ଚରିବା ବାଲା (ପଶୁ)
ଉଦାହରଣ : ଗାଈ, ଛେଳି ଆଦି ତୃଣଭୋଜୀ ପଶୁ
ସମକକ୍ଷ : ତୃଣଚର
तृण या घास चरने वाला (पशु)।
Feeding on grasses.
ସଂସ୍ଥାପନ କରନ୍ତୁ