ଅର୍ଥ : ଯେଉଁ ବଡ଼ବଡ଼ କୋଠରୀ ବା ସ୍ଥାନରେ ରାଜା ଓ ଧନୀବ୍ୟକ୍ତି ମାନଙ୍କର ପୋଷାକ ଓ ଗହଣା ରଖାଯାଏ
ଉଦାହରଣ :
ଚୋରମାନେ ତୋସାଗାର ସିପାହିକୁ ଅଚେତ କରିଦେଲେ
ସମକକ୍ଷ : ତୋସାଖାନା
ଅନ୍ୟ ଭାଷାରେ ଅନୁବାଦ :
वह बड़ा कमरा या स्थान जहाँ राजाओं और अमीरों के कपड़े और गहने रहते हैं।
चोरों ने तोशाखाने के सिपाही को बेहोश कर दिया।A storehouse for treasures.
treasure house