ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଲିପିରେ ଥାଈ ଭାଷା ଲେଖାଯାଏ
ଉଦାହରଣ : ଝିଅଟି କାଗଜରେ ଥାଈ ଲେଖୁଛି
ସମକକ୍ଷ : ଥାଈ ଲିପି
ଅନ୍ୟ ଭାଷାରେ ଅନୁବାଦ :हिन्दी
वह लिपि जिसमें थाई भाषा लिखी जाती है।
ଅର୍ଥ : ଥାଈଲାଣ୍ଡ ନିବାସୀ
ଉଦାହରଣ : ଏହି ହୋଟେଲରେ କେତେକ ଥାଈ ମଧ୍ୟ ରହିଛନ୍ତି
ସମକକ୍ଷ : ଥାଈ ଲାଣ୍ଡବାସୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
थाईलैंड में रहनेवाला व्यक्ति।
A native or inhabitant of Thailand.
ଅର୍ଥ : ଥାଈଲାଣ୍ଡର ରାଷ୍ଟ୍ରୀୟ ଭାଷା
ଉଦାହରଣ : ଥାଈବାସୀଙ୍କ ମାତୃଭାଷା ଥାଈ
ସମକକ୍ଷ : ଥାଈ ଭାଷା
थाईलैंड की राष्ट्रीय भाषा।
A branch of the Tai languages.
ଅର୍ଥ : ଥାଈଲ୍ୟାଣ୍ଡରେ ରହିବା ବ୍ୟକ୍ତି
ଉଦାହରଣ : ଏହି ହୋଟେଲ କେବଳ ଥାଈ ଲୋକମାନଙ୍କ ପାଇଁ
ସମକକ୍ଷ : ଥାଈବାସୀ
थाईलैंड का रहनेवाला।
Of or relating to or characteristic of Thailand or its people.
ଅର୍ଥ : ଥାଈ ଲାଣ୍ଡର ବା ତା ସହିତ ସଂବନ୍ଧିତ
ଉଦାହରଣ : ଥାଈ ସୀମାରେ ଦୁଇ ଚୋରା ବ୍ୟବସାୟୀ ଧରାଗଲେ
थाईलैंड का या वहाँ के निवासी, भाषा, संस्कृति इत्यादि से संबंधित।
Of or relating to Thailand.
ଅର୍ଥ : ଥାଈ ଭାଷା ସଂବନ୍ଧିତ
ଉଦାହରଣ : ଆମେମାନେ ଗୋଟିଏ ଥାଈ ଫିଲ୍ମ ଦେଖିଲୁ
ସଂସ୍ଥାପନ କରନ୍ତୁ