ଅର୍ଥ : କୁମ୍ଭାର କଞ୍ଚା ହାଣ୍ଡିକୁ ପିଟିବାପାଇଁ ବ୍ୟବହାର କରୁଥିବା ଚେପଟା ଓ ଚଉଡ଼ା କାଠ ପିଟଣା
ଉଦାହରଣ :
କୁମ୍ଭାର କଞ୍ଚା ମାଠିଆକୁ ଥୋପିରେ ପିଟୁଛି
ସମକକ୍ଷ :
ଥୋପି
ଅନ୍ୟ ଭାଷାରେ ଅନୁବାଦ :
कुम्हार का कच्चा बरतन पीटने का चिपटे और चौड़े सिरे का काठ का डंडा।
कुम्हार कच्चे घड़े को थापी से पीट रहा है।
थापिया,
थापी
A hand tool with a flat blade used by potters for mixing and shaping clay.
pallet