ଅର୍ଥ : ନମସ୍କାର କଲାବେଳେ ନଇଁ ପଡ଼ିବା ପ୍ରକ୍ରିୟା
ଉଦାହରଣ :
ଶହୀଦମାନଙ୍କୁ ଆମର ସାଦର ଦଣ୍ଡବତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୃଥିବୀ ଉପରେ ଦଣ୍ଡ ଭଳି ସିଧା ଶୋଇପଡ଼ି କରାଯାଉଥିବା ପ୍ରଣାମ
ଉଦାହରଣ :
ମନ୍ଦିରରେ ଲୋକମାନେ ଦଣ୍ଡବତ କରୁଥିବା ଦେଖିବାକୁ ମିଳେ
ସମକକ୍ଷ : ସାଷ୍ଟାଙ୍ଗ ପ୍ରଣାମ
ଅନ୍ୟ ଭାଷାରେ ଅନୁବାଦ :
दंड के समान सीधे पृथ्वी पर लेटकर किया जानेवाला प्रणाम।
मंदिर में लोगों को दंडवत करते हुए देखा जा सकता है।