ଅର୍ଥ : ଏକ ଧର୍ମୀୟ କାମ ଯେଉଁଥିରେ ଶ୍ରଦ୍ଧା ବା ଦୟାପୂର୍ବକ କାହାରିକୁ କିଛି ଦିଆଯାଏ
ଉଦାହରଣ :
ଉଚିତ୍ ସମୟର ଦାନ ଅଧିକ ଫଳ ଦିଏ
ସମକକ୍ଷ :
ଖଇରାତ, ଦାନ, ଦେବା, ବିତରଣ
ଅନ୍ୟ ଭାଷାରେ ଅନୁବାଦ :
Act of giving in common with others for a common purpose especially to a charity.
contribution,
donation