ଅର୍ଥ : ସଚ୍ଚା ଚିତ୍ରଣ ବା ପ୍ରତିବିମ୍ବ
ଉଦାହରଣ :
ଜଣେ ଭଲ ମିତ୍ର ଦର୍ପଣଭଳି କାରଣ ସେ ଭଲ ଓ ମନ୍ଦ ଉଭୟ ବିଷୟରେ ଦର୍ଶାଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ମୁଦିରେ କାଚ ଲାଗିଛି
ଉଦାହରଣ :
ସୀତା ନିଜ ହାତର ଅନାମିକାରେ ପିନ୍ଧିଥିବା ଦର୍ପଣକୁ ବାରମ୍ବାର ଦେଖୁଥିଲା
ଅନ୍ୟ ଭାଷାରେ ଅନୁବାଦ :
वह अँगूठी जिसमें शीशा जड़ा हो।
सीता अपने हाथ की अनामिका में पहनी हुई आरसी को बार-बार निहार रही थी।ଅର୍ଥ : ଯେଉଁ କାଚରେ ମୁହଁଆଦି ଦେଖନ୍ତି
ଉଦାହରଣ :
କେତେକ ଝିଅ ନିଜ ପର୍ସରେ ଦର୍ପଣ ରଖନ୍ତି
ଅନ୍ୟ ଭାଷାରେ ଅନୁବାଦ :
Polished surface that forms images by reflecting light.
mirror