ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚାକରବାକର ଓ ଅନୁଗାମୀ ଆଦି
ଉଦାହରଣ : ରାଜା ନିଜର ଦଳବଳ ସହିତ ଶିକାର କରିବାପାଇଁ ବାହାରିଲେ
ସମକକ୍ଷ : ଅନୁଗାମୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
नौकर-चाकर और अनुयायी आदि।
ଅର୍ଥ : ସେନା ଛାଉଣୀ ଏବଂ ତାହାର ଆସବାବ ବା ଜିନିଷପତ୍ର
ଉଦାହରଣ : ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହିତ ସୁରକ୍ଷାର ବଡ ଦଳବଳ ଆସୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
लश्कर और उसका असबाब या सामान।
Any number of entities (members) considered as a unit.
ସଂସ୍ଥାପନ କରନ୍ତୁ