ଅର୍ଥ : ସମାଜର ଯେଉଁ ବର୍ଗର ଲୋକେ ସମସ୍ତଙ୍କଠାରୁ ନୀଚ ଭାବରେ ଗ୍ରହଣୀୟ ହୋଇଥାନ୍ତି ଅଥବା ଯେଉଁମାନେ ଦୁଃଖି ଏବଂ ଯେଉଁମାନଙ୍କୁ ଉଚ୍ଚ ବର୍ଗର ଲୋକେ ଉନ୍ନତି କରିବାପାଇଁ ଦିଅନ୍ତି ନାହିଁ
ଉଦାହରଣ :
ବାବାସାହେବ ଆମ୍ବେଦକର ଦଳିତ ବର୍ଗର ଥିଲେ
ସମକକ୍ଷ : ପଛୁଆ ବର୍ଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ବର୍ଗ ଉପରେ ଅତ୍ୟାଚାର କରାଯାଇଛି
ଉଦାହରଣ :
ଉତ୍ପୀଡ଼ିତ ବର୍ଗର ସମସ୍ୟା ଏବେ ମଧ୍ୟ ପୂର୍ବ ଭଳି ରହିଛି
ସମକକ୍ଷ : ଉତ୍ପୀଡ଼ିତ ବର୍ଗ
ଅନ୍ୟ ଭାଷାରେ ଅନୁବାଦ :
वह वर्ग जो सताया गया हो।
उत्पीड़ित वर्ग की समस्याएँ अभी भी बरक़रार हैं।