ଅର୍ଥ : ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା
ଉଦାହରଣ :
ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
ସମକକ୍ଷ : ଚିହ୍ନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
ଉଦାହରଣ :
ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗରମ ଧାତୁଆଦିରେ ଚେଙ୍କିବାଦ୍ୱାରା ସୃଷ୍ଟି ହେଉଥିବା ଚିହ୍ନ
ଉଦାହରଣ :
ଘୋଡ଼ା ପିଠିର ଚେଙ୍କଦାଗ ସ୍ପଷ୍ଟ ଦିଶୁଛି
ସମକକ୍ଷ : ଚେଙ୍କଚିହ୍ନ, ଚେଙ୍କଦାଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
ଉଦାହରଣ :
ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
ଅନ୍ୟ ଭାଷାରେ ଅନୁବାଦ :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।