ଅର୍ଥ : ଶବକୁ ଜଳେଇବା କ୍ରିୟା
ଉଦାହରଣ :
ଆଜିକାଲି ଶବଦାହ ନିମନ୍ତେ ସହରରେ ବିଦ୍ୟୁତ ଶବଦାହ ଗୃହ ମଧ୍ୟ ନିର୍ମାଣ କରାଗଲାଣି
ସମକକ୍ଷ : ଚିତା କର୍ମ, ଦାହ ସଂସ୍କାର, ଦାହକ୍ରିୟା, ଶବଦାହ, ଶବସଂସ୍କାର, ସଂସ୍କାର
ଅନ୍ୟ ଭାଷାରେ ଅନୁବାଦ :
शव को जलाने की क्रिया।
आजकल शवदाह के लिए शहरों में विद्युत शवदाहगृह का निर्माण भी किया गया है।The incineration of a dead body.
cremation