ଅର୍ଥ : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
ଉଦାହରଣ :
ଗୋଟିଏ ଦିନରେ ଆଠ ପ୍ରହର ଥାଏ
ସମକକ୍ଷ : ଦିବସ
ଅନ୍ୟ ଭାଷାରେ ଅନୁବାଦ :
Time for Earth to make a complete rotation on its axis.
Two days later they left.ଅର୍ଥ : ବହୁତ ଅଧିକ ସମୟ
ଉଦାହରଣ :
ଅପେକ୍ଷାରେ ତାଙ୍କର ଦିନ ସରିଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
ଉଦାହରଣ :
ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା ଖରାଦିନେ ଦିନ ବଢ଼ିଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଣତି ବିଚାରକୁ ନେଇ ଇଂରାଜୀ ମାସର କୌଣସି ଦିନ
ଉଦାହରଣ :
ମୁଁ ପ୍ରାର୍ଥନା-ପତ୍ରରେ ଆଜିର ତାରିଖ ଲେଖିବାକୁ ଭୁଲିଗଲି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
ଉଦାହରଣ :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
ସମକକ୍ଷ : ଅବସର, କାଳ, ବେଳା, ଯୁଗ, ସମୟ
ଅନ୍ୟ ଭାଷାରେ ଅନୁବାଦ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.ଅର୍ଥ : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
ଉଦାହରଣ :
ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
ସମକକ୍ଷ : ଦିବସ
ଅନ୍ୟ ଭାଷାରେ ଅନୁବାଦ :
The recurring hours when you are not sleeping (especially those when you are working).
My day began early this morning.