ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ରୋଗରେ ଦିନରେ ଦେଖାଯାଏ ନାହିଁ
ଉଦାହରଣ : ଚିକିତ୍ସକ ଦିନକଣାରେ ପୀଡ଼ିତ ଲୋକଟିକୁ କିଛି ଔଷଧ ଦେଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक रोग जिसमें दिन के समय दिखाई नहीं पड़ता।
Inability to see clearly in bright light.
ଅର୍ଥ : ଦିନାନ୍ଧ ରୋଗରେ ପୀଡ଼ିତ
ଉଦାହରଣ : ଦିନାନ୍ଧ ବ୍ୟକ୍ତି ସାରାଦିନ ନିଜ ଘରେ ପଡ଼ିରହିଥାଏ
ସମକକ୍ଷ : ଆଲୁଅକଣା, ଦିନାନ୍ଧ, ପେଚାଆଖିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
दिनौंधी रोग से पीड़ित।
ସଂସ୍ଥାପନ କରନ୍ତୁ