ଅର୍ଥ : ଯାହା ସହଜରେ ଅଟକା ବା ହଟା ଯାଇପାରେନାହିଁ
ଉଦାହରଣ :
ଏହି ଦୁନିର୍ବାର ପରିସ୍ଥିତିର ମୁକାବିଲା ଧୈର୍ଯ୍ୟ ସହିତ କରିବାକୁ ପଡ଼ିବ
ଅନ୍ୟ ଭାଷାରେ ଅନୁବାଦ :
जो आसानी से रोका या हटाया न जा सके।
इस दुनिर्वार्य परिस्थिति का मुक़ाबला धैर्य के साथ करना होगा।