ଅର୍ଥ : ଯେଉଁଥିରେ ବହୁତ ହେରଫେର୍ ବା ପେଞ୍ଚ ଅଛି ଏବଂ ସେଥିପାଇଁ ଯାହା ଶୀଘ୍ର ବୁଝିହୁଏନାହିଁ
ଉଦାହରଣ :
ଏହା ଦୁର୍ବୋଧ୍ୟ ମାମଲା, ଏହାର ସମାଧାନ ବାହାର କରିବା କଠିନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଶୀଘ୍ର ବୁଝି ହୁଏ ନାହିଁ
ଉଦାହରଣ :
ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ
ଅନ୍ୟ ଭାଷାରେ ଅନୁବାଦ :
Difficult to analyze or understand.
A complicated problem.