ଅର୍ଥ : ବଡ ଦୁର୍ଘଟନା ଯେଉଁଥିରେ ଅନେକ କ୍ଷୟକ୍ଷତି ଆଦି ହୋଇଥାଏ
ଉଦାହରଣ :
ଭାରତରେ ଅଦ୍ୟାବଧି ସୁଦ୍ଧା ଘଟିଥିବା ସବୁଠାରୁ ବଡ ଔଦ୍ୟୋଗିକ ଦୁର୍ଘଟଣା ହେଉଛି ଭୋପାଳ ଗ୍ୟାସ ଦୁର୍ଘଟନା
ସମକକ୍ଷ : ଆକସ୍ମିକ ବିତ୍ପାତ, ଦୁର୍ଘଟନା
ଅନ୍ୟ ଭାଷାରେ ଅନୁବାଦ :
An event resulting in great loss and misfortune.
The whole city was affected by the irremediable calamity.ଅର୍ଥ : ଏଭଳି ଆକସ୍ମିକ କଥା ବା ଘଟଣା ଯେଉଁଥିରେ କଷ୍ଟ ବା ଦୁଃଖ ହୁଏ
ଉଦାହରଣ :
ଏହି ଦୁର୍ଘଟଣା ପରେ ତା ସ୍ୱଭାବରେ ବହୁତ ପରିବର୍ତ୍ତନ ଆସିଗଲା
ସମକକ୍ଷ : ଆକ୍ସିଡେଣ୍ଟ୍
ଅନ୍ୟ ଭାଷାରେ ଅନୁବାଦ :