ଅର୍ଥ : ଯାହାର ଚାଲିଚଳନ ବା ଅଭ୍ୟାସ,ସ୍ୱଭାବ ଆଦି ଭଲ ନୁହେଁ
ଉଦାହରଣ :
ଖରାପ ପିଲାଙ୍କ ସହିତ ଖେଳନାହିଁ
ସମକକ୍ଷ : ଖରାପ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧର୍ମର ଆଡମ୍ବର କରି ସ୍ୱାର୍ଥ ସାଧନ କରିବାବାଲା
ଉଦାହରଣ :
ଆଜିକାଲି ସମାଜ କପଟୀ ବ୍ୟକ୍ତିମାନଙ୍କରେ ପୂରିଛି
ସମକକ୍ଷ : କପଟିଆ, କପଟୀ, ଛଳ କପଟୀ, ପାଷାଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
Excessively or hypocritically pious.
A sickening sanctimonious smile.ଅର୍ଥ : ଯାହାର ଦଣ୍ଡର ଭୟ ନାହିଁ
ଉଦାହରଣ :
ସେ ବହୁତ ଉଦ୍ଦଣ୍ଡ ପିଲା
ସମକକ୍ଷ : ଉଛୃଙ୍ଖଳ, ଉଦ୍ଦଣ୍ଡ, ଉଦ୍ଧତ
ଅନ୍ୟ ଭାଷାରେ ଅନୁବାଦ :
Stubbornly resistant to authority or control.
A fractious animal that would not submit to the harness.