ଅର୍ଥ : ଏକ ମାତ୍ରିକ ଛନ୍ଦ ଯାହାର ଚାରୋଟି ଚରଣ ଥାଏ, ମାତ୍ର ଦୁଇ ପଂକ୍ତିରେ ଲେଖାଯାଏ
ଉଦାହରଣ :
ତୁଳସୀ ଦାସଙ୍କ ଦୋହା ଆଜିବି ବହୁତ ଲୋକପ୍ରିୟ
ସମକକ୍ଷ :
ଦୋହା
ଅନ୍ୟ ଭାଷାରେ ଅନୁବାଦ :
एक मात्रिक छंद जिसमें होते तो चार-चार चरण हैं, पर लिखा दो पंक्तियों में जाता है।
तुलसीदास जी के दोहे आज भी बहुत लोकप्रिय हैं।
दूहा,
दोहा
A stanza consisting of two successive lines of verse. Usually rhymed.
couplet