ଅର୍ଥ : ବିଶୁଦ୍ଧ ଆଲକୋହଲରୁ ଭାରତରେ ପ୍ରସ୍ତୁତ ହେଉଥିବା ଏକ ପ୍ରକାର ମଦ
ଉଦାହରଣ :
ଦେଶୀ ମଦରେ ଆଲକୋହଲର ମାତ୍ରା ୪୦ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ଥାଏ
ଅନ୍ୟ ଭାଷାରେ ଅନୁବାଦ :
भारत में बनने वाली एक शराब जो शुद्ध एल्कोहल से बनती है।
देशी शराब में एल्कोहल की मात्रा ४० से ४५ प्रतिशत तक होती है।
देशी दारू,
देशी शराब