ଅର୍ଥ : ଜନସାଧାରଣଙ୍କ ହିତପାଇଁ ଉଲ୍ଲେଖ କରାଯାଉଥିବା ଧାର୍ମିକ ଗ୍ରନ୍ଥ
ଉଦାହରଣ :
ମୋ ମା’ ଅବସର ସମୟରେ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରନ୍ତି
ସମକକ୍ଷ : ଶାସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
जन-साधारण के हित के लिए विधान बतलाने वाले धार्मिक ग्रंथ।
मेरी माँ खाली समय में शास्त्रों का अध्ययन करती है।ଅର୍ଥ : ଯେଉଁ ଶାସ୍ତ୍ରରେ ଧର୍ମ ବିଷୟରେ ଅଧ୍ୟୟନ କରାଯାଏ
ଉଦାହରଣ :
ସେ ଧର୍ମଶାସ୍ତ୍ରରେ ସ୍ନାତକ କରିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :