ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତଳକୁ ଦବିଯିବାର ପ୍ରକ୍ରିୟା ବା ଢଙ୍ଗ
ଉଦାହରଣ : ଜମି ଧସିବା କାରଣରୁ କୋଠାଘରଟି ଭୁଷୁଡ଼ି ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
धँसने की क्रिया या ढंग।
The sudden collapse of something into a hollow beneath it.
ଅର୍ଥ : ହଠାତ ଭାଙ୍ଗିପଡିବା
ଉଦାହରଣ : ପ୍ରଖର ଜଳସ୍ରୋତ ଯୋଗୁଁ ନଦୀକୂଳ ଧସିଗଲା
ସମକକ୍ଷ : ଭୁଶୁଡ଼ିବା
सहसा गिर पड़ना।
Lose an upright position suddenly.
ସଂସ୍ଥାପନ କରନ୍ତୁ