ଅର୍ଥ : ବାଲିରେ ଘଷି କାଟିବା ବା ଉପର ଅଂଶ କମ୍ କରିବା
ଉଦାହରଣ :
ସେ ଚାରା କାଟିବା ପାଇଁ ଛୁରୀରେ ଶାଣ ଦେଉଛି
ସମକକ୍ଷ : ଦାଢ଼ କରିବା, ଶାଣକରିବା, ଶାଣଦେବା, ଶାଣିତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ହତିଆର ଆଦିର ପ୍ରାନ୍ତକୁ ରଗଡ଼ିକରି ଧାର କରିବା
ଉଦାହରଣ :
କୃଷକ କୋଦାଳର ଦାଢ଼କୁ ଧାର କରୁଛି
ସମକକ୍ଷ : ତୀକ୍ଷ୍ଣ କରିବା, ତେଜ କରିବା
ଅନ୍ୟ ଭାଷାରେ ଅନୁବାଦ :