ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନଜରବନ୍ଦ ହେବାର ଅବସ୍ଥା ବା ଦଶା
ଉଦାହରଣ : ନଜରବନ୍ଦୀ କାଳରେ ସେ ନିଜର ଆତ୍ମକଥା ଲେଖିଥିଲେ
ସମକକ୍ଷ : ନଜରବନ୍ଦୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
नज़रबंद होने की अवस्था या दशा।
ଅର୍ଥ : କୌଣସି ରାଜ୍ୟ ବା ରାଜ୍ୟର ଅଧିକାରୀଙ୍କ ଦ୍ବାରା ଦିଆ ଯାଇଥିବା ଏଭଳି ଦଣ୍ଡ ଯେଉଁଥିରେ ଦଣ୍ଡିତ ବ୍ୟକ୍ତିଙ୍କୁ କୌଣସି ନିଶ୍ଚିତ ଏବଂ ସୁରକ୍ଷିତ ସ୍ଥାନରେ ରଖା ଯାଏ ଏବଂ ତା ଉପରେ କଡା ନଜର ରଖା ଯାଏ
ଉଦାହରଣ : ନଜରବନ୍ଦୀ ହୋଇଥିବା ସତ୍ତ୍ବେ ସେ କିପରି ପଳାଇଲା!
किसी राज्य या राज्य के अधिकारी द्वारा दिया गया ऐसा दंड जिसमें दंडित व्यक्ति को किसी निश्चित एवं सुरक्षित स्थान पर रखा जाता है और उस पर कड़ी निगरानी रखी जाती है।
ସଂସ୍ଥାପନ କରନ୍ତୁ