ଅର୍ଥ : ଯେଉଁ ଖେଳାଳୀ ଅର୍ଥଲାଭ ବିନା କୌଣସି ପ୍ରତିଯୋଗିତାରେ ଖେଳନ୍ତି
ଉଦାହରଣ :
ରୋଗୀମାନଙ୍କ ସହାୟତାପାଇଁ ଆୟୋଜିତ ପ୍ରତିଯୋଗିତାରେ ଅନେକ ଅବ୍ୟବସାୟୀ ଖେଳାଳୀ ଭାଗ ନେଉଛନ୍ତି
ସମକକ୍ଷ : ଅବ୍ୟବସାୟୀ ଖେଳାଳୀ
ଅନ୍ୟ ଭାଷାରେ ଅନୁବାଦ :
* वह खिलाड़ी जो बिना पैसा लिए किसी प्रतियोगिता में खेले।
रोगियों की सहायता के लिए आयोजित प्रतियोगिता में कई अव्यवसायी खिलाड़ी भाग ले रहे हैं।