ଅର୍ଥ : କିଛି ନୂଆ କରିବାର କ୍ରିୟା
ଉଦାହରଣ :
ତାଠାରେ ନବୀକରଣର ଉତ୍ସାହ ରହିଛି
ସମକକ୍ଷ : ନବପ୍ରବର୍ତ୍ତନ, ସଂସ୍କାରସାଧନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୁନର୍ବାର ନୂଆରୂପରେ ଆଣିବା ପ୍ରକ୍ରିୟା
ଉଦାହରଣ :
ଆମ ଘରର ନବୀକରଣ କରାଯାଉଛି
ସମକକ୍ଷ : ନବୀନୀକରଣ
ଅନ୍ୟ ଭାଷାରେ ଅନୁବାଦ :
The act of improving by renewing and restoring.
They are pursuing a general program of renovation to the entire property.