ଅର୍ଥ : ପଦ୍ମର ମୂଳ ଯାହା ଲମ୍ବା ପତଳା ଡେମ୍ଫ ଭଳି ହୋଇଥାଏ
ଉଦାହରଣ :
ଶୀଲା ପଦ୍ମମୂଳର ତରକାରି ତିଆରି କରୁଛି
ସମକକ୍ଷ : କମଳ କନ୍ଦ, କମଳ ମୂଳ, ପଦ୍ମକନ୍ଦ, ପଦ୍ମନାଡ, ପଦ୍ମମୂଳ, ମୃଣାଳ
ଅନ୍ୟ ଭାଷାରେ ଅନୁବାଦ :
कमल का मूल जो पतले लम्बे डंठल के रूप में होता है।
शीला कमल ककड़ी की सब्जी बना रही है।