ଅର୍ଥ : ମହାରାଷ୍ଟ୍ରର ଯେଉଁ ପ୍ରମୁଖ ସହରଟି ଭାରତର ମଧ୍ୟଭାଗରେ ଅବସ୍ଥିତ
ଉଦାହରଣ :
ନାଗପୁର ସହର କମଳାପାଇଁ ପ୍ରସିଦ୍ଧ
ସମକକ୍ଷ : ନାଗପୁର
ଅନ୍ୟ ଭାଷାରେ ଅନୁବାଦ :
भारत के महाराष्ट्र राज्य का एक प्रमुख शहर जो भारत के मध्य में स्थित है।
नागपुर के संतरे प्रसिद्ध हैं।