ଅର୍ଥ : ସଙ୍ଗୀତ ସହିତ ତାଳ ସ୍ୱର ଅନୁସାରେ ବା ଏଭଳି ହାବ-ଭାବ ଦେଖାଇ କୁଦିବା, ଡେଇଁବା ଏବଂ ଏହି ପ୍ରକାରର ଅନ୍ୟ ଚେଷ୍ଟା କରିବା
ଉଦାହରଣ :
ସେ ବହୁତ ଭଲ ନାଚୁଥିଲା
ସମକକ୍ଷ : ନୃତ୍ୟ କରିବା
ଅନ୍ୟ ଭାଷାରେ ଅନୁବାଦ :
संगीत के साथ ताल स्वर के अनुसार या ऐसे ही हाव-भाव दिखाते हुए उछलना,घूमना और इसी प्रकार की दूसरी चेष्टाएँ करना।
वह बहुत ही अच्छा नाच रही थी।ଅର୍ଥ : କୌଣସି ବସ୍ତୁର ବିନା ସ୍ଥାନ ପରିବର୍ତ୍ତନରେ ନିଜ ଚାରିପଟେ ବୁଲିବା
ଉଦାହରଣ :
ପୃଥିବୀ ନିଜ ଚାରିପଟେ ଘୁରୁଛି ଭଅଁର ମାଟିରେ ନାଚୁଛି
ସମକକ୍ଷ : ଘୂରିବା, ଚକକର ମାରିବା, ଚକରି ଖାଇବା, ଭଉଁରି କାଟିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु का बिना स्थान बदले या अपनी ही धुरी पर चक्कर खाना।
पृथ्वी अपनी धुरी पर घूमती है।Revolve quickly and repeatedly around one's own axis.
The dervishes whirl around and around without getting dizzy.