ଅର୍ଥ : ଲେମ୍ବୁ ଜାତିର ଏକ ମଧ୍ୟମ ଆକାରର ଗଛ
ଉଦାହରଣ :
ନାରଙ୍ଗୀର ଫଳ ମିଠା,ସୁଗନ୍ଧିତ ଓ ରସାଳ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନାରଙ୍ଗର ଚୋପା ଭଳି ରଙ୍ଗ ବା ହଳଦୀ ମିଶା ଲାଲ ରଙ୍ଗ
ଉଦାହରଣ :
ଚିତ୍ରକର ନିଜ ଚିତ୍ରକୁ ନାରଙ୍ଗୀରେ ରଙ୍ଗାଉଛି
ଅନ୍ୟ ଭାଷାରେ ଅନୁବାଦ :
नारंगी के छिलके के समान रंग या पीलापन लिए लाल रंग।
चित्रकार अपने चित्र को नारंगी रंग से रंग रहा है।