ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତି କୌଣସି କାମ କରିବାପାଇଁ ଯୋଗ୍ୟ ନୁହେଁ
ଉଦାହରଣ : ଅକର୍ମା ବ୍ୟକ୍ତି ସମସ୍ତଙ୍କ ପାଇଁ ବୋଝ ସଦୃଶ
ସମକକ୍ଷ : ଅକର୍ମଣ୍ୟ, ଅକର୍ମା, ଅଯୋଗ୍ୟ
ଅର୍ଥ : ଯେ କିଛି କାମ କରେ ନାହିଁ
ଉଦାହରଣ : କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
ସମକକ୍ଷ : ଅକର୍ମା, କର୍ମହୀନ, ବେକାର
ଅନ୍ୟ ଭାଷାରେ ଅନୁବାଦ :हिन्दी
व्यवसाय या उद्यम न करनेवाला।
ସଂସ୍ଥାପନ କରନ୍ତୁ