ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁର ତଳଭାଗ ଯାହା ଆଧାରରେ ତାହା ଅଟକି ରହେ
ଉଦାହରଣ : ଏହି କଡେଇର ତଳ ମୋଟା
ସମକକ୍ଷ : ତଳ, ନିମ୍ନ ସ୍ଥଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु का वह निचला भाग जिसके आधार पर वह ठहरी रहती है।
The lower side of anything.
ଅର୍ଥ : ନିମ୍ନ ଭାଗ
ଉଦାହରଣ : ଦୁର୍ଘଟଣାରେ ତାର ଅଧୋଭାଗ କ୍ଷତିଗ୍ରସ୍ତ ହୋଇଗଲା
ସମକକ୍ଷ : ଅଧୋଭାଗ, ତଳ ଭାଗ
नीचे का भाग।
The lowest part of anything.
ସଂସ୍ଥାପନ କରନ୍ତୁ