ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୃତ୍ୟାଙ୍ଗନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୃତ୍ୟାଙ୍ଗନା   ବିଶେଷ୍ୟ

ଅର୍ଥ : ବେଶ୍ୟାର ପାଳିତା କନ୍ୟା ଯାହାକୁ ସେ ନିଜ ବୃତ୍ତି ଶିଖାଇଥାଏ

ଉଦାହରଣ : ବେଶ୍ୟା ନୃତ୍ୟାଙ୍ଗନାକୁ କିଛି ବୁଝାଉଛି

ସମକକ୍ଷ : ନାଚୁଣୀ


ଅନ୍ୟ ଭାଷାରେ ଅନୁବାଦ :

वेश्या की पालिता पुत्री जिसे वह अपना पेशा सिखाती है।

वेश्या नौची को कुछ समझा रही है।
नौची

ଅର୍ଥ : ନାଚୁଥିବା ସ୍ତ୍ରୀ

ଉଦାହରଣ : ହେମାମାଳିନୀ ଜଣେ ପ୍ରଖ୍ୟାତ ନର୍ତ୍ତକୀ

ସମକକ୍ଷ : ନର୍ତ୍ତକୀ


ଅନ୍ୟ ଭାଷାରେ ଅନୁବାଦ :

वह स्त्री जो नाचती है।

हेमामालीनीजी एक प्रख्यात नर्तकी हैं।
नर्तकी, नृत्यांगना, लास्या, वाणिनी