ଅର୍ଥ : ଗହଣାଗଢ଼ା ସ୍ଥାନର ପାଉଁଶକୁ ସଫାକରି ସେଥିରୁ ସୁନା,ରୂପା ଆଦି ବାହାର କରୁଥିବା ବ୍ୟକ୍ତି
ଉଦାହରଣ :
ନ୍ୟାୟାରିୟା ଗହଣାଗଢ଼ା ସ୍ଥାନର ପାଉଁଶକୁ ସଫା କରୁଛି
ସମକକ୍ଷ : ବଣିଆ
ଅନ୍ୟ ଭାଷାରେ ଅନୁବାଦ :
नियार को साफ करके उसमें से सोना,चाँदी आदि निकालने वाला व्यक्ति।
न्यायारिया नियार को साफ कर रहा है।