ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପକେଟ ଚୋରି କରିବା କାମ
ଉଦାହରଣ : ଜଣେ ପକେଟମାର ପକେଟମାରୁ କରିବା ସମୟରେ ଧରାପଡ଼ିଲା
ସମକକ୍ଷ : ପକେଟମାର
ଅନ୍ୟ ଭାଷାରେ ଅନୁବାଦ :हिन्दी
पाकेट मारने का काम।
ଅର୍ଥ : ପକେଟ ବା ଗଣ୍ଠିଲିର ଜିନିଷ କାଟି ନେଉଥିବା
ଉଦାହରଣ : ଦୋକାନୀ ପକେଟମାରୁ ଲୋକକୁ ଧରି ବହୁତ ବାଡ଼େଇଲା
ସମକକ୍ଷ : ପକେଟମାର୍
जेब या गाँठ का माल काट लेने वाला।
ସଂସ୍ଥାପନ କରନ୍ତୁ